ଯ଼େତେବେଳେ ଅବିଭକ୍ତ ପୁରୀ ଜିଲ୍ଲା ତିନିଗୋଟି ସ୍ୱତନ୍ତ୍ର ଜିଲ୍ଲାରେ ବିଭକ୍ତ ହେଲା ଓଡିଶାର ଏକ ପ୍ରଶାସନିକ ଜିଲ୍ଲା ଭାବରେ ୧୯୯୩ ମସିହା ଏପ୍ରିଲ ପହିଲା ଦିନ ନୟାଗଡ ଜିଲ୍ଲା ସୃଷ୍ଟି ହେଲା । ଏହି ଜିଲ୍ଲା ର ମୁଖ୍ୟ କାର୍ଯ୍ୟ।ଳୟ ନୟାଗଡ ସହରରେ ଅବସ୍ଥିତ | ଜିଲ୍ଲାରେ ୮ଗୋଟି ତହସିଲ, ୮ଗୋଟି ବ୍ଳକ, ୧୪ ଗୋଟି ଥାନା,୧୯୪ ଗୋଟି ଗ୍ରାମପଞ୍ଚାୟତ ଏବଂ ୧୭୦୨ ଗୋଟି ଗ୍ରାମ ଅଛି ।ନୟାଗଡ ଜିଲ୍ଲା କେନ୍ଦ୍ରୀୟ ରାଜସ୍ୱ ଆୟୋଗ ଙ୍କ ଅଧୀନ ରେ ଅଛି|

ନିମ୍ନଲିଖିତ କାର୍ଯ୍ୟ।ଳୟଗୁଡିକ ଉଭୟ ନିୟାମକ ଓ ବିକାଶାତ୍ମକ ପ୍ରଶାସନ ଦ୍ଵାରା ନିୟନ୍ତ୍ରିତ |

ରାଜସ୍ଵ ନିୟାମକ ପ୍ରଶାସନ ଦ୍ଵାରା ନିୟନ୍ତ୍ରିତ କାର୍ଯ୍ୟାଳୟ

  • ସଂସ୍ଥା ଉପବିଭାଗ
  • ରାଜସ୍ୱ ଉପବିଭାଗ
  • ଜିଲ୍ଲା ଉନ୍ନୟନ ଉପବିଭାଗ
  • ନିଜାରତ ଉପବିଭାଗ
  • ଭୂ ଅଧିଗ୍ରହଣ ଉପବିଭାଗ
  • ଜିଲ୍ଲା ଗ୍ରନ୍ଥାଗାର
  • ସାଧାରଣ ବିବିଧ ବିଭାଗ
  • କାର୍ଯ୍ୟ।ଳୟ ଅଧିକ୍ଷକ
  • ଅଧିକ୍ଷକ, ଭୂ-ଅଭିଲେଖ
  • ଜିଲ୍ଲା ଋଣ ଓ ତଉଜି ଉପବିଭାଗ
  • ଜିଲ୍ଲା ଜରୁରୀ ଉପବିଭାଗ

ବିକାଶାତ୍ମକ ପ୍ରଶାସନ ଅଧିନସ୍ଥ କାର୍ଯ୍ୟାଳୟ

  • ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ
  • ଜିଲ୍ଲା କୋଷାଗାର
  • ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ
  • ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ
  • ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ
  • ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ
  • ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ
  • ଜିଲ୍ଲା ମଙ୍ଗଳ କାର୍ଯ୍ୟ।ଳୟ
  • ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ
  • ଜିଲ୍ଲା ସ୍ଵଳ୍ପ ସଞ୍ଚୟ କାର୍ଯ୍ୟାଳୟ
  • ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର, ନୟାଗଡ
  • ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ କାର୍ଯ୍ୟାଳୟ
  • ସର୍ବଶିକ୍ଷା ଅଭିଯାନ