ନିକଟତମ ବିମାନ ବନ୍ଦର :

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର,ଭୂବନେଶ୍ୱର

ନିକଟତମ ରେଳଷ୍ଟେସନ :

ନୟାଗଡ ଟାଉନ୍ ରେଳ ଷ୍ଟେସନ (୩ କି.ମି) ଓ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ(୬୯ କି.ମି)

ନିକଟତମ ସଡକପଥ :

ପର୍ଯ୍ୟଟକମାନେ ଭୁବନେଶ୍ୱର ଠାରୁ ନୟାଗଡକୁ ସଂଯୋଗ କରୁଥିବା ଏନଏଚ-୫୭ ରାଜ୍ୟ ରାଜପଥକୁ ଚୟନ କରି ନୟାଗଡଠାରେ ପହଁଚି ପାରିବେ । ଏହା ରାଜଧାନୀ ଭୂବନେଶ୍ୱରଠାରୁ ପ୍ରାୟ ୯୦ କି.ମି. ଦୂରରେ ଅବସ୍ଥିତ । ରାଜ୍ୟ ରାଜଧାନୀ ଭୂବନେଶ୍ୱର ଓ ରାଜ୍ୟର ବିଭିନ୍ନ ସ୍ଥାନକୁ ନିୟମିତ ବସ ସେବା ଉପଲବ୍ଧ ।