ନୟାଗଡ ଜିଲ୍ଲାର ମେଳା ଓ ମହୋତ୍ସବ 
ନାମସମୟ
 ଲଙ୍କା ପୋଡି(ମହାବୀର ମନ୍ଦିର ଦଶପଲ୍ଲା)ଏପ୍ରିଲ(ରାମ ନବମୀ)
ପଣା ସଂକ୍ରାନ୍ତି (ଦକ୍ଷିଣକାଳୀ ମନ୍ଦିର ,ନୟାଗଡ) ଏପ୍ରିଲ(ବୈଶାଖୀ)
ଶିବରାତ୍ରୀ(ଲଡୁବାବା ମନ୍ଦିର ଶରଣକୁଳ )ଫେବ୍ରୁୟାରୀ(ଶିବରାତ୍ରୀ)
ମାଘ ସପ୍ତମୀ(କଣ୍ଟିଲୋ ମେଳା)ଜାନୁୟାରୀ-ଫେବ୍ରୁୟାରୀ
ରାମ ନବମୀ,ଓଡଗାଁଏପ୍ରିଲ
ରଥ ଯାତ୍ରା(ନୟାଗଡ,ଖଣ୍ଡପଡା ,ଦଶପଲ୍ଲା ଓ ରଣପୁର)ଜୁନ-ଜୁଲାଇ